ଚାଷୀଙ୍କୁ କୃଷି ଯ଼ନ୍ତ୍ରପାତି ଯ଼ୋଗାଣରେ ବ୍ୟାପକ ଅନିୟମିତତା । ଲକ୍ଷଲକ୍ଷ ଟଙ୍କା ଚଳୁ । କୃଷି ବିଭାଗ ଏହାର ଟେର୍ ପାଉନି ନା ଦେଖି ଆଖି ବୁଜିଦେଇଛି, ତାହା ବୁଝାପଡୁନି । ନନ୍ଦିଘୋଷ ଟିଭିରେ ଖବର ପ୍ରସାରଣର 48 ଘଣ୍ଟା ପରେ ମୃଧ୍ୟ ଆରମ୍ଭ ହୋଇନି ତଦନ୍ତ । ଜିଲ୍ଲା ସ୍ତରରେ ଯ଼ନ୍ତ୍ରପାତି ଯ଼ୋଗାଣ ସଂସ୍ଥା ସହ ହାତ ମିଳାଇଛନ୍ତି ଦୁର୍ନୀତିଖୋର ଅଫିସର । ନବରଙ୍ଗପୁର ଓ କୋରାପୁଟ ଜିଲ୍ଲାପାଳ ମୃଧ୍ୟ ଅନ୍ଧାରରେ । ତେବେ ଆମୃ ସମ୍ବାଦଦାତାଙ୍କଠାରୁ ଖବର ଜାଣିବା ପରେ ତଦନ୍ତର ଆଶ୍ବାସନା ଦେଇଛନ୍ତି । ଦେଖନ୍ତୁ ନନ୍ଦିଘୋଷ ଟିଭିର ଏକ୍ସକ୍ଲୁସିଭ ରିପୋର୍ଟ ଏକ୍ସପୋଜ୍ଡ ପାର୍ଟ - ଥ୍ରୀ । ...
#NandighoshaTV,#breakingnews,
0 Comments